ଜୁନହା କେ ନୁଆଁ କରମା

ଚାଲ ରେ ନୁଆଁ ବରଷେ ପୁରୁନା ସ୍ମୁତି କେ ଫେରି ନୂଆ ନୂଆ କରମା….
ଆର ପୂରନା ସାଙ୍ଗ ମାନଂକର ସାଙ୍ଗେ ନୁଆଁ ଭେଟ ଘାଟ ହେମା
କିଏ ଦେଶେ,ବିଦେଶେ, ଆର ସହର ଥି ଅଛ …
ସଭେ ଛୁଟି ନେଇ ଆସ….
ଗାଁ ଜଙ୍ଗଲେ ଭୂଜି କରମା…
ଛୁଆ ବେଳର କଥା ସୋର କରି
ଖୋ ଖୋ.. କବାଡି.. ଆର ବେଲଗାଦା ଥି ଖେଳମା..
ପାନ ଖାଏମା ଦୁକାନେ ବସି ଆର ରାତିରେ ଜୁଏ ତାପମା….
ସଂସାର ର ଝାମଲା ଭୁଲି କରି ଦୁଇ ଘଡି ନିଜର ଲାଗି କାଢ଼ମା… ନାଚମା
ଗାୟେମା ଆର ଖୁବ ମଯା କରମା..
ଆସରେ ସଙ୍ଗେ ମାନେ ନୂଆଁ ବରଷେ ପୁରୁଣା ସ୍ମୁତି କେ ଫେରି ନୂଆ ନୂଆ କରମା….


ପୂଜା ଶର୍ମା, ମାନପୁର , ଛତିଶଗଡ଼

Leave a Reply

Your email address will not be published. Required fields are marked *