ଜୀବନ ସଙ୍ଗୀତ

ସା– ସାନ୍ତ ଶାନ୍ତି ସତ୍ୟ ଶିଦ୍ଧ ଅଟେ ମୂଳ ମନ୍ତ୍ର
     ମେକ୍ଷ ପ୍ରାପ୍ତି ପାଇଁ
ରେ– ରେ ଆତ୍ମନ୍ ରାଗ ଦ୍ୱେଷ ନୁହଁଇ ପ୍ରକାଶ
       ଜୀବନକୁ ଆଲୋକିତ କରିବା ପାଇଁ
ଗା– ଗାଥା ମୁଁ କହୁଛି ତା ମହିମାଁର
      ଅନନ୍ତ ଅପାର ସର୍ବ ଶକ୍ତିମାନ ସେହି
ମା– ମା ରୂପେ ହୁଅଇ ସେ ପ୍ରକଟ
      ବାୟା ମନ ବୁଝି ପାରେନାହିଁ
ପା– ପାଦପଦ୍ମେ ତାର ସ୍ବର୍ଗର ବାସ
      କାହିଁ ଖୋଜୁ ଏଣେ ତେଣେ ଧାଇଁ ଧାଇଁ
ଧା– ଧା ଅଟେ ଜୀବନର ଷଷ୍ଠ ସ୍ବର
      ଧାନି ତାକ ଧାନି ଧା କେତେ ହେଉଛୁ ତୁହି
ନି– ନିମିଷେ ତୁହି ମୁଠାଏ ପାଉଁଶ ପାଲଟିବୁ
    ନିର୍ମଳେ ନିମଗ୍ନ ହେଲେ ନିସ୍ତାର ପାଇବୁ ତୁହି ।।

ତଫିଜୁଲ ହୋସେନ

ଚିପିଲିମା, ସମ୍ବଲପୁର 

Leave a Reply

Your email address will not be published. Required fields are marked *