ଗାଁ ଭିନ୍ ଭିନ୍ ମୁନୁଷ୍ ଏକା
ମୁନୁଷ୍ ର ରକତ୍ କେଭେ ନୁହେଁସେ ଫିକା।
ସଭେ ଗୁଟେ ମା ର୍ ଛୁଆ
ମନେ ଭାବ୍ନା ରଖି ହେଉଛୁଁ
ଖାଲି ଅଚାଵୁହା।
ସୁଦୁର୍ ବାମ୍ହନ୍ ବଲି କେତେ କଥା
ଵାରି ବାରି ଖାଲି ହେଉଛନ୍ ଅଥା।
ମହାପୁରୁ ଭି ନାଇଁ ବାହାର୍ କରି ଜାଏତ୍
ଇ ମୁନୁଷ୍ ଵାହାର୍ କରିଛନ୍ ପାଏତ୍
ମହାପୁରୁ ଗୀତାଥି ଲେଖିଛନ୍
ଯେନ୍ ଚାଏର୍ଟା ଜାଏତ୍ ଅଛନ୍
କାର୍ କାମ୍ କାଣା ଆୟେ ଶୁନ ଏଛେନ୍।
ବାମ୍ହନ୍ ପଣ୍ଡିତି କର୍ବେ, କ୍ଷତ୍ରୀୟ ଦେଶ
ରକ୍ଷା କର୍ବେ, ବୈଶ୍ୟ ବନିଜ୍ କର୍ବେ।
ଆଉ ଶୁଦ୍ର ସମ୍କିରର୍ ସେବା କର୍ବେ।
ମହାପୁରୁ ଭି କେନ୍ସି ନ ନାଇଁ କହି
ଯେ ଅଛୁଆଁ ଜାଏତ୍ଟେ ଅଛନ୍ ଦିହିଁକେ ବୁହି।
ନାଇଁ କର୍ ଜାଏତ୍ ଭେଦ୍
ସମ୍କୁ ସନ୍ମାନ୍ ଦିଅ ନିର୍ମଲ୍ ହୁର୍ଦେ।
ମହାପୁରୁ ତ ଭାବେ ଭରା
ଭାବର୍ ପୀରତି ପସ୍ରା।
ମହାଲକ୍ଷ୍ମୀ ଚଣ୍ଡାଲୁଣୀର୍ ଘର୍କେ ଗଲେ ଭାବେ।
ତାର୍ ଭକ୍ତିଥି ଢଲି ଗଲେ ଲୁଭେ।
ଚଣ୍ଡାଲୁଣୀକେ ଦେଖେଇ ଦେଲେ ରୂପ୍
ନିଜେ ପାଇକରି କେତେ ଦୁଃଖ୍।
ଜଗନ୍ନାଥ ମହାପ୍ରଭୁନୁ ଦୂରେ ରହେଲେ
ନିଜର୍ ଟେକ୍ ରଖ୍ଲେ।
ରାମ୍ ମହାପୁରୁ ଖାଇଥିଲେ ଶବରୀ ଅଏଁଠା
ଜଗତ୍କେ ଦେଖେଇ ଦେଲେ ଭାବର୍ ବଏଠା।
ଆମର୍ ମନ୍ ଭିତ୍ରୁ ଜାତିବାଦ୍ ଦୂର୍ କରୁଁ
ସଭେ ଗୁଟେ ମା’ର୍ ଛୁଆ ଵଲି ରାହା ଧରୁଁ।
ମନର୍ ଭାବେ ଭାଏ ଵହେନ୍ର ପିରତି ଵାଧୁଁ
ଦେଖ୍ବବ ଦିନେ ସଭେ ହେମା ବନ୍ଧୁ।
କେନ୍ କଥା ଘିଚାଟନା
କେତେ ଦିନର୍ ଦୁନିଆଁ।
ସଭେ ଗୁଟେ ହେଇ ଯଦି ହେମା ମେଲି
ଆମର୍ ଦୁନିଆଁଟା ଯିବା ଚହଲି।
ଚହଲା ଦୁନିଆଁ ପୀରତିର୍ ପସ୍ରା।
ଇ ଭାବ୍ ପୀରତି ର୍ କଥା ଟିକାକ ସଭେ ଆଶ୍ରା।
ଜାତିବାଦ୍ ର୍ ଦୁରୀକରଣ୍
