ଜଗତ୍ ଜନନୀ ମା ଗୋ ତୁଇ
ଆସିଛୁ ଆଏଜ୍ ଇ ଧରା,
ତୋର୍ ବାଟ୍ କେ ଟାକି ରହିଥିଲେ
ସଭେ ବଛର୍ ସାରା ।।
ଦୁନିଆଁ ଆଏଜ୍ ଭରିଗଲାନ
ପାପର୍ ଭାରେ ଘଡା
ଦେଖ୍ ତ ମୁନୁଷ୍ କେତେ ଉତ୍ ପାତ୍
ହେଉଛନ୍ ସତେ ବଢା ।।
ପିନ୍ଧନ୍ ଉଢନ୍ ସଫା ଚକ୍ ଚକ୍
ଦେଖ୍ ତ ଘାଏ ଆଏଜ୍
ମନ୍ ଟା ପର୍ ଛା କଲା ତକ୍ ତକ୍
ଗଢ୍ ମାଁ ରାମ୍ ରାଏଜ୍ ।।
କପଟ୍ ଛନ୍ ଭରି ରହିଛେ
କର୍ ସି କେତେ ପୂଜା ,
ମା ସମ୍ କୁ ତୁଇ ତ ଦେଖୁଛୁ
ଦେ ସମ୍ କୁ ସଜା ।।
କେତେ ମହିଷାସୁରର କେତେ ରାବଣ୍
ଅଛନ୍ ସବୁ ଠାନେ
ଦେ ମାଁ ସମ୍ କୁ ଥରେ
ବନେ କରି ପାନେ ।।
ମନ୍ ର୍ ମଇଲ୍ ସଫା କର୍ ମା
ଜଗତ୍ ସାରାର୍ ତୁଇ
ପାପୀର୍ ପାପ୍ ଇ ସଂସଁ।ରୁ
ଦେ ଗୋ ତୁଇ ଧୁଇ ।।
ଜଗତ୍ ଜନନୀ
