ଓଡ଼ିଆ କବିତାଚଉକି KSDecember 4, 202401 mins ଚଉକି ଭାବଇକେଡେ ଭାଗ୍ୟ ମୋରମୋ ପାଇଁ କି ଯେତେ କଳି,ବସିବା ପାଇଁ କିମୋ ଉପରେ ଟିକେଠେଲା ପେଲା କେବେ ମେଳି ।ସ୍ଥାୟୀ ହୋଇ କେହିବସିନି ମୋ’ପରେତଥାପି ଛାଡେନି ମୋହ,ନ ପାଇଲେ ମୋତେରାଗେ ଜର ଜରହୃଦେ ତା’ ଉଠଇ କୋହ । ହରିଶ୍ଚନ୍ଦ୍ର ମହାଳିକପାଖର, ଅନନ୍ତପୁର, ସୋରୋ, ବାଲେଶ୍ଵର୯୪୨୪୩୯୯୫୧୮ Post Views: 79 Post navigation Previous: ଭକ୍ତ ବତ୍ସଳ ଭାବ ଗ୍ରାହିNext: ଚରିତ୍ର ନଥିଲେ ସବୁ ଅସାର Leave a Reply Cancel replyYour email address will not be published. Required fields are marked *Comment * Name * Email * Website