ଭାଷା ସାହିତ୍ୟ ର ଯିଏ
ଆନ୍ ଗନ୍ତାଘର
ପ୍ରକୃତି କବି ସ୍ଵଭାଵ କବି
ନାଁ ଟା ଗଙ୍ଗାଧର l
ଜିଲ୍ଲା ହେଲା ବରଗଡ଼
ଗାଁ ଟା ବରପାଲି
କଲମ୍ ଧରି ଲେଖିଦେଲେ
ପ୍ରଣୟ ବଲ୍ଳରୀ ଅର୍ଘ୍ୟଥାଳି l
ବାପା ହେଲେ ଚୈତନ୍ୟ
ମାଁ ର ନାଁ ଟା ସେବତୀ
ତାକର ଟୁଣେ ବାସ କରୁଥିଲେ
ଦେବୀ ସରସ୍ବତୀ l
କଲମ୍ ଧରି ଲେଖିଦେଲେ
ଇନ୍ଦୁମତୀ ତପସ୍ୱିନୀ
ଉତ୍କଳ ଲକ୍ଷ୍ମୀ କିଚକବଧ
ଅଯୋଧ୍ୟା ଦୃଶ୍ୟ ପଦ୍ମିନୀ l
ଅମର ହେଇ ରହିଗଲା
ତୁମର କାବ୍ୟ କବିତା
ଫିରିଆସ ହେ ଗଙ୍ଗାଧର
ଖୁଜୁଛେ ଇ ଧରତୀ ମାତା l
ପ୍ରଦୀପ ସୁନାନୀ
କିଲାସମା