କଲମ ପରିବାର 🙏🙏🙏

କଲମ କେବଳ ଏକ ଅନୁଷ୍ଠାନ ନୁହେଁ ଏକ ଆନ୍ଦୋଳନ। ଏହି ଆନ୍ଦୋଳନକୁ ଆପଣମାନଙ୍କ ସହଯୋଗ ଶକ୍ତିଶାଳୀ କରିଛି। ବାଧା ବିଘ୍ନ ତ ଆସିବ ନିଶ୍ଚୟ। ପ୍ରତୈକ ସଫଳ କାହାଣୀ ପଛରେ ଅନେକ ଅନ୍ଧାର ରାତି, ଝଡ଼ ତୋଫାନ, ଟାହି ଟାପରା, ପରିହାସର ଛନ୍ଦ ଅଳଙ୍କୃତ ହୋଇଥାଏ। ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଶୟ ହେଲା ପରସ୍ପର ମଧ୍ୟରେ ରହିଥିବା ବିଶ୍ବାସ ହିଁ ସଫଳତା ମାର୍ଗର ଗୋଟିଏ ଗୋଟିଏ ମାଇଲଖୁଣ୍ଟ। 
କଲମ ପରିବାର ପ୍ରତିଷ୍ଠା ହେବାର ୨ ବର୍ଷ ମଧ୍ୟରେ ଯେଉଁ ସଫଳତା ପାଇଛି ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ଆମ ବରିଷ୍ଠ ଙ୍କ ଆଶୀର୍ବାଦ ଆମ ପାଇଁ ପଥ ପ୍ରଦର୍ଶକ ହୋଇ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାରେ ସହାୟକ ହୋଇଛି।
ଆପଣମାନଙ୍କ ସ୍ନେହ ଓ ଶ୍ରଦ୍ଧା ସହ ଆଶୀର୍ବାଦ ରହିଥାଉ।🙏🙏🙏
କଲମ ପରିବାର 

Leave a Reply

Your email address will not be published. Required fields are marked *