କବିତାର୍ ଲାଗି କବିତା ଟେ

ତୁଇତ ପୁନି ରାତିର୍, ଜନ୍ ଉକୀଆ
    ତରାର୍ ଭିଲେ ରହେସୁ,
କାଗଜ୍ ଉପ୍ରେ କଲମ୍ ଗାରେ 
     କେତେ କଥା କହେସୁ।(୧) 
ତୋର୍ ତ ମନ୍ ପବିତର୍,ଜୀବନ୍ ଗଙ୍ଗା, 
        ପାନୀର୍ ଧାରେ ବୁହିସୁ
 ତୁଇତ କବିର୍ ମନର୍ ସୁଖର୍ ହଣାଁ 
   ଦୁଖ୍ ଥିଲେ ବି ସାଙ୍ଗେ ରହେସୁ (୨) 
ତୁଇତ ବାର ମାସର୍  ତେର ପରବ୍
    ବଛର୍ କେ ବଛର୍ ଆଏସୁ
ତୁଇତ ମାଁ ସରସତିର୍   ବର୍ଦାନ୍ ଗା
  ଭାଏଗ୍ ଥିଲେ ଜାଇ ମିଲସୁ (୩) 
ତୁଇତ ମାଁ ର୍ ସେନେହର୍ ପନତ୍ କାନୀ
    ଝରି ବର୍ଷାର୍ ଉଚ୍ଛ୍ନା ପାନୀ
ତୁଇତ ଖପର୍ ଆଖି ର୍ ଲହ
 ମୋର୍ ନୁ ବେସି , ତତେ ଚିଆଁସି
    କବି ଲେଖ୍ ସି ଅହରହ(୪) 
         
ମୁଇଁ ତ ମୁନୁଷ୍  ଛାର୍ କବି
   ମୋର୍ ଫୁଟାନୀ  ଟିକେ ଯହ… 
କବିତାର୍ ଲାଗି କବିତା ଟେ
   ଆର୍ କାଏଁଟା ଲେଖିମି କହ। (୫) 
ବିଚିତ୍ରା ବାଗ୍ 
ନନ୍ଦପଡା , ସମ୍ବଲପୁର 

One thought on “କବିତାର୍ ଲାଗି କବିତା ଟେ

  1. ବହୁତ ସୁନ୍ଦର କବିତା ଟେ ହେଇଛେ। ଏନ୍ତା କବିତା ମାନେ ଲେଖିକରି କବିତାପ୍ରେମୀ ମାନଙ୍କୁ ଖୁସି କରି ତାଙ୍କର ଆଶୀର୍ବାଦ ପାଉନ୍। Congratulations my dear child. My best wishes to you. May Goddess SARASWATI help you to write such type of poems.Thank you.
    Rabi Nayak, Kardola

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *