ମୁଇଁ ମୁଇଁ ବୋଲି କହୁଥିସୁ ଯେ,
କିଏ ଆଉ ତୁଇ?ମୁନୁଷ ଗୁଟେ ତ?
ମୁଇଁ ଇଟା କଲି, ମୁଇଁ ସେଟା କଲି,
ମୁଇଁ ନାଇଁ ହେଲେ ନାଇଁ ଚଲେ,
ମୁଇଁ ନାଇଁ ଥିଲେ ନାଇଁ ଚଲେ,
କେନସି କବାର୍ ବୁତା ।
ଆଏଜ୍ ସିନା ଜିଇଁ ଖାଇ କରି ଅଛୁ,
ମରିଗଲେ କିଏ କରବା ତୋତେ ସୁରତା?
ଦୁଇ ଦିନ ଉତାରୁ ସଭେ ପାଶରି ନେବେ,
ସଖାଲ ହେଉଥିବା,ସ°ଜ୍ ହେଉଥିବା,
ଆଜିର୍ କଥା କାଲକେ ନାଇଁ ଥିବା,
ନାଇଁ କରନ କିହେ ସୁରତା?
ପରର୍ ଲାଗି କରୁଛୁ ଯଦି କରୁଥା,
ହେଲେ ମନ ତୋର୍ ରଖିଥା ସଫା,
ପରର୍ ଦୁଃଖ,ସୁଖ ଯେ ବୁଝସି,
ଦୁଖର୍ ବେଲେ ତାର୍ ଦୁଃଖ ବୁଝସି,
ଆପଦ,ବିପଦ ନ ତାର୍ ପାଶେ ଯେ ଥିସି,
ହେଟା ତ ଆଏ ଧରମ କରମ ର କାମ,
ମନେ ରଖିଥିବୁ ହେ କଥା।।
କଲ୍ୟାଣୀ ନନ୍ଦ, ସମ୍ବଲପୁର