ଆସୁଛେ ନୂଆଁ ବରଷ୍

ନୂଆଁ ବରଷ… ନୂଆଁ ଦିନ
ନୂଆଁ ନୂଆଁ ସବୁ ଲାଗସୀ ଅଏନ୍
ନୂଆଁ କିତାବ, ନୁଆଁ ବନ୍ଧୁ
ନୁଆଁ ଭୁଆଁସେନ କଥା
ଲଗସୀ ଅଏନ୍ ବଡା ମଧୁର
କ୍ଷୀର୍ଷା ବାଗିର ସେନ୍ତା
ମାନିଥିଲୁଁ ନୁଆଁ ବରଷ ୨୩ କେ
ବଡା ଧୂମଧାମଥି
ଫେର ପୁରନା ହେଲା ବଲି
ନାଏକ ଡ଼ିଆନୁ ତାକେ
ବଡା ଦୁଃଖ ଦେଲ ବଲି
କହି ବୁଲଲୁ ସମକେ
ଫେର
ଉତ୍ସବ ମନେଇ ଧୂମଧାମଥି
ସ୍ୱାଗତ କରମୁଁ ନୂଆଁ ବରଷ ୨୪ କେ
ହେନ୍ତାରେ ବୁଆ
ନୂଆଁ ନୂଆଁ ସବୁ ସୁନ୍ଦର
ପୁରନା ହେଲେ ଗଲା
ଲେକିନ ଦୁଇ ଗୁଡ଼ିଆ ମୁନୁଷର୍
କୁହ ପରକୁତୀ
କେଭେ ନାଇଁ ବଦଲିଲା ।

ଗୋପୀନାଥ ଷଡ଼ଙ୍ଗୀ
ପଟ୍ଟନାୟକପଡା

ସମ୍ବଲପୁର

Leave a Reply

Your email address will not be published. Required fields are marked *