ଆଶା ସ୍ବପ୍ନ

ଆଶା ସ୍ବପ୍ନ

 ମୋ ଘର ଝରକା ସେ ପାଖେ
       ଦେଖେ ମୁଁ  ନିତି ନିରେଖି.. ॥
ଝରକା ସେ ପାଖେ ଥିବା ଲମ୍ବା
    ପକ୍କା ରାସ୍ତାରେ...॥
 କେତେ ଚିହ୍ନା ଅଚିହ୍ନା ମୁହଁ
      କେତେ ହସ କେତେ ଖୁସି
     କେବେ ଆଖି ତଲେ
            ଅଜସ୍ର  ଲୁହ  ..॥
କେତେ ସତ କେତେ ମିଛ କିଏ ଯାଣେ ?? ॥
       ଝରକା ଏ ପାଖେ ମୋ ନିରବ
                       ଜୀବନ...॥
 ସୁଖ,ଦୁଃଖ ସବୁତକ ମୋ ନିଜର..॥
   ଚାପିରଖି ଆପଣା  ଭାବନା
       ଜୀ'ଯାଏ ଯା ପାଇଛି ଆତ୍ମାତୃପ୍ତି କରି...॥
ଏକା ଏକା ଜୀବନର ଲମ୍ବାରାସ୍ତା
 ନାହିଁ ଆଶା ନାହିଁ ସ୍ବପ୍ନ...
    କେବଳ ନିରବ ଜୀବନ...॥

~~~~
ସୁଶ୍ରୀ ଶୁଭଙ୍କରୀ ଦାଶ
ସିଂଘଯୁବା ବିନିକା ସୋନପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *