ଇକୁତି ସେକୁତି ଦେଖୁଥା ତୁଇ ଘାଏକେ ଘାଏ
କାଣା ସତ୍ କାଣା ମିଛ୍
ଯାହା ଦେଖୁଛୁ ତୁଇ ସବୁ ଭୁର୍କୁଟି ଆଏ
ଇନ ସବୁ ଚିନ୍ତା ବାହାରେ ଆଏ-2
ଦେଖ୍ତରେ ବାବୁ ଦର୍ପନ୍ ଦୁନିଆଁର୍
ରଙ୍ଗ ବଦଲଉଛେ ସେ ଘାଏକେ ଘାଏ
ଛତାକେ ତୋର ବର୍ଷା ଆଡ଼େ କରିଥିବୁ
କିଏ ନିଜର୍ କିଏ ପର୍ ବିଚାର୍ କର୍ବୁ ବେଲେ
ଗୁନ୍ଦ୍ଲେଇ ହେଇଯିବୁ ଘାଏକେ ଘାଏ
ଇନ ସବୁ ଚିନ୍ତା ବାହାର୍ ଆଏ-2
କାହାକେ ମିଲୁଛେ ଭୂତି
କିଏ ଠୋ ଠୋ ଭୁକେ ଶୁଏ
କିଏ ମଦ୍ ଶିକାର୍ ଚାଖନା ଖାଏ
ଇନ ସବୁ ଚିନ୍ତା ବାହାରେ ଆଏ-2
ଦେଖୁଥିବୁ ସବୁ, ମୁହୁଁ ନାଇଁ ଖୁଲବୁ
ନିଜେ ଯିଏ ଇନ ବାଁଚି ଜାନ୍ଲା
ସେ, ବାପର୍ ପୋ ଆଏ
ଏତକି ହେତୁ କରିଥା,
କାହାର୍ ଆଏ କାହାର୍ ଯାଏ
ଇନ ସବୁ ଚିନ୍ତା ବାହାରେ ଆଏ-2