ସତ୍‌ କଥା ଆଜ୍ଞା

ଶରାବନର୍‌ ପାଏନ୍‌ ଉହୁଲି ଯାଏସି

ହେଇଥିଲେଁ ଶୁଖା ଭଠା 

ଅଛ୍‌ରେ ପାଏନ୍‌ ଭି କାଫି ଆଏ ବୁଆ

ଥିବା ଯଦି ବଂଧ୍‌ କଁଟା ।

କେତେ ଅଁଟାବୁ ଯେ ଅଁଟା ॥

ଶିଖ୍‌ବାକେ ମନ୍‌ ଛିନ୍‌ବାକେ ଖୁରି 

ମେଲା ରଖିଥିଲେଁ ସିନେ

ହରେକ୍‌ ନିମ୍‌ଷେଁ ଜ୍ଞାନ୍‌ ଥିପୁଥିସି

ଈ ବିଶ୍ବର୍‌ କନେଁ କନେଁ ।

ଶିଖ୍‌ବାକେ ଥିଲେଁ ମନେ॥

ମୁଇଁ ନ ଜାନିଛେଁ ବଲୁଥିସି ଯେଏ

ନାଇଁ ଶିଖିପାରେ କିଛି

ମହା ବିଜ୍ଞାନୀ ହେଇକରି କିଏ

ବଲ୍‌ସି ‘ନୁହେ ପାଏଁ କିଛି

କେତ୍‌ନି କେତେ ଅଛେ ବାକି ॥ 

ମୁକ୍ତକଂଠ ପ୍ରଧାନ

ସମ୍ବଲପୁର 

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *