ଥରେ ରାତି ଦୁଇଘଡି ସମିଆଥିଁ
ଟିକେବି ବାଦଲନେ ଛାଇ ହଇଥିବାର
ହେ ଆକାଶ କେ ପଚାରାଲିଁ
ଆଏଜ୍ ତ ତୁଇଁ ଭଲ ଅଛୁ
ଭଲ କରି ଜହ୍ନର ଉକିଆଟେ ପାଉଛୁ।
ରଗଁ ରଗିଁଆ ତାରା ମନକର୍ ସଂଗେ
ଚକମକ୍ ତୁଇଁ କରୁଛୁ
ରଜା ଘରର ଫୁଲବଗିଚା ବାଗିର୍
ଫଗୁନରାତିର ଆକାଶ
ସତେ କେତେ ଭଲଦିଶୁଛୁ ।
ନିଲିଆ ଆକାଶେଁ ସଫେଦ ଶାଢ଼ୀଟେ
ସଥେ ତ ଢାପିହଇଛେ
ଉକିଆ ଆକାଶେ ଜନ୍ ବି
ତାର୍ କରାମତି ଦେଖେଇଛେ
ଫଗୁନ ରାତିର ଆକାଶ
ସଥେତ ଭଲ୍ ଦିଶୁଛେ।