ଓଡ଼ିଆ କବିତାନାଗଫାଶ KSSeptember 11, 202401 mins ଆସିଥିଲ ତୁମେ ମହଣ ମହଣ ସ୍ବପ୍ନ ନେଇମୋ ଜୀବନକୁହୃଦୟରେ ଆଙ୍କି ସାତ ରଙ୍ଗର ଇନ୍ଦ୍ରଧନୁବୁହାଇଲପ୍ରୀତିର ସ୍ରୋତସ୍ୱିନୀ। ତୁମ ପ୍ରେମର ଫଲ୍ଗୁ ମୋ ମନରେଭରିଥିଲାମଳୟର ମହମହ ବାସ୍ନା। ମହକରେ ଉଲ୍ଲସିତ ପ୍ରାଣଟାକୁସମର୍ପି ଦେଲିତୁମ ଛଳନାର ନାଗଫାଶରେ। ସରୋଜିନୀ ବେହେରାପାଳଲହଡ଼ା, ଅନୁଗୁଳ Post Views: 112 Post navigation Previous: ପ୍ରତିକ୍ଷାNext: ହାଉସ ହଜବ୍ୟାଣ୍ଡ Leave a Reply Cancel replyYour email address will not be published. Required fields are marked *Comment * Name * Email * Website