ଥର୍ ଥରି ଶୀତ୍


ମଗସିର୍ ମାସର୍ ଥର୍ ଥରି ଶୀତ୍ ହଲି ଯାଉଛେ ଦିହି,
ଶୀତର୍ ଦାଉ ସହି ନି ପାର୍ ବାର୍ ଧର୍ତି ଆକାଶ ପୁରଥିବୀ।
ସକାଲ୍ ପହନୁଁ ଶୀତେ ଭୂଆସେନ୍ ମାନେ ଉଠି,
କବାର୍ କମ୍, ହଲଦି ମିରଚା ଥି ପଡଲେ ନ ଜୁଟି।
କଲ୍ କଲି କାକୀର ଵହ କେ ଦେଖ ଆଏଲା ବନ୍ଧ୍ ଘାଟୁଁ ଫିରି
ସୂରୁଜ ଦେବ୍ ତା ନୁହେ ଅଆସନ୍ ଆକାଶ ବାଦଲ୍ କେ ଚିରି।
ସୁନାରି ଘରର୍ ନୂଆଁ ଭୂଆସେନ୍ ଅଏଲତା ସର୍ ସର୍ ଗୋଡେ,

ପାହେ ପାହେ ଚାଲି ଆସୁଛେ ଉଢ଼ନା ଦେଇ ମୁଡେ।
ଦମ୍ ଦମ୍ ଚାଲି ଆଉଛନ୍ କଟକିଆ ଘରର୍ ଖୁଡି,
ଦୁକାନ୍ ନୁହେ ଖୁଲେ ଘିନି ଆଏଲେ ନ ଚିନି ଚାହାପତି ମୂର୍ ହି।
ଦରମା ସିନେ ନାଇନ ଇଟା ବଡ଼ ନୌକିରି,
ଇତାର ସାମ୍ନା ଥି ଫିକା ସବୁ ସରକାରୀ ଚାକିରୀ।

ପ୍ରଣତି ସାହୁ

ପ୍ରଫେସର କଲୋନୀ

ରାୟପୁର

Leave a Reply

Your email address will not be published. Required fields are marked *