ଓଡ଼ିଆ କବିତାଜୀବନ କିଛି ଏମିତି Kalam SahityaOctober 20, 202301 mins ସବୁ କିଛି ଲେଖି ହୁଏନି ବୋଲି ଅନେକ କିଛି ଲେଖି ହୋଇଯାଏ କିଛି ହୃଦୟ କୋଣରେ ଲୁଛି ରହୁ ବୋଲି ଅଶ୍ରୁ ଧାରରେ ଅନେକ କିଛି ବୋହି ଯାଏ କାନ୍ଦି କି ହସିବା ଆଉ ହସିକି କାନ୍ଦିବା ହିଁ ଜୀବନର ସେଇ ଅମୂଲ୍ୟ ସମ୍ପଦ ଯାହା ସହଯେ ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ ।। ତଫିଜୁଲ ହୋସେନ ଚିପିଲିମା, ସମ୍ବଲପୁର Post Views: 112 Post navigation Previous: ଛବିNext: ଉପହାର ବାକ୍ସ Leave a Reply Cancel replyYour email address will not be published. Required fields are marked *Comment * Name * Email * Website