କ୍ଷଣ କେ ମରୁଭୂମି ଏଠି
ଜୀବନ ଯେ ତରୁ ଡାଳ
କେତେ ବେଳେ ସେ ପାଚି ଝଡି ଯାଏ ତ ଆଉ
କେତେ ବେଳେ ସେ ଭିଜି ଭିଜି ସଢ଼ି ଯାଏ
ବିଚାରି ବି ବୋଲି କହେ ସେ ମିଠା ବାଣୀ
ବାଣୀ ସରି ଗଲେ ହା ହଃ କରନ୍ତି ଏଠି ଗଣେ ।।
ଏଇତ ଖେଲ ଘର।।
କୁମ୍ଭ ନାଦ ପରି ରଡ଼ି
ଛାଡ଼ି ଯାଇ ଏଠି ଗର୍ବ
ଚୂନ ନାହିଁ କି ବନ୍ନ ନାହିଁ
ଖେଲ କରେ ପୁଣି ଘର ଘର
ଏଇତ ଖେଲ ଘର।।
ପୁନେଇ ଜହ୍ନ ମାମୁଁ
ଯିଏ ଡାକିଲେ ଶୁଣେ ନି
ଖାଲି ଦିଶେ ଉପରେ
ଲେଖି ଦେଲେ କୁହେ ଦେଖା ନି କାହାକୁ
ଏଇତ ଖେଲ ଘର ।।
ତଳେ ପଡି ଗଲେ ଆହତ କେତେ
ଜଗତ ଛାଡ଼ିଲେ ବିଚାର କେତେ
ଦିନ ସରି ଗଲେ ରାତି
କଥା କହିଲେ ସାଥୀ
ଏଇତ ଖେଲ ଘର ।।
ଦୃମଶିଲା ଲୁହା
ଧୁଲଧୁଲା ,, ସୋନପୁର