

ଗାଆଁ ର ମହକ
ଚାଉଦିଗେ ତା’ର ସବୁଜ କିଆରୀପାଚିଲା ଫସଲ ହସ ,ଦୂର ପାଟ ବିଲେ ଖଜୁରୀ ତାଳ ରଶୋଭା ତ କରେ ବିବସ ।।ତା ଆଗ ପଟକୁ ଅଙ୍କା ବଙ୍କା ନଈକାଚ କେନ୍ଦୁ ପାଣି ଧାର ,କୁଳୁକୁଳୁ ସୁରେ ଗୀତ ଗାଇ ଧାଏଁସତେ କି ରୂପେଲି ଗାର ।।ଗାଈଆଳ ଟୋକା ବଇଁଶୀ ଶବଦଗୋଠ ଆମ୍ବ ତୋଟା ତଳେ,ବାହୁଡନ୍ତି ଗୋରୁ ଗାଆଁ ଦାଣ୍ଡେ ଧୂଳିନୂଆଁଣିଆ ସଂଜ ବେଳେ ।।ଗାଆଁ ମଝି ଠିଆ ମନ୍ଦିର ଦୁଇଟାଜଗନ୍ନାଥ ବଡଦିଅଁ ,ଠାକୁରାଣୀଙ୍କର ଆଶୀଷ ମିଳଇସିନ୍ଦୂର ବେଳା…

ମୋର୍ ଗାଆଁ
ମୋର୍ ଗାଁର କଥାନୀ ଶୁନ୍, ବାବୁ ରଖି କରି କାନ ଡେରି,ଗାଁ ମୋର ସରଗ ନୁ ଭି ସୁନ୍ଦର, କହେସି ଛାତି ଫୁଲେଇ କରି। ଚଏତୁ ମୁଡକୁ ଝଗଡା ହେଲେ କର୍ସନ୍ ଦୁହିଙ୍କର ଅପମାନ,ଆର ସକାଳେ ଦେଖିବୁ, ଦୁହେ ସାଙ୍ଗେ ଯାଉଥିବେ କାମ। ପରବ୍ ସବୁ କେ ପାଳସୁ ଆମେ ଗୁଟେ ଜାଗା ନେ ବସିକରିପିଠାପନା ସାଙ୍ଗେ କେତେ ଜେ ମିଠା ନୂଆ ଚାଉଳର ଖିରୀ। ସକାଳ ପାହୁ ପାହୁ କୁକୁରା ସାଙ୍ଗେ କେତେ ଚରେଇ ର୍…

ମୋ ଗାଁ
ଯାହାର କୋଳେ ଜନମ ମୋରଯେଉଁଠି ଲେଖା ମୋ ଷଠି ଘରଯାହା ମାଟିରେ ପାଦ ରଖିଦେଖିଲି ଏ ଦୁନିଆସେଇ ମୋର ଗାଁ…… ଯାହାର ପାଣି ଅମୃତ ସମମେଣ୍ଟାଏ ତୃଷ୍ଣା ଶତତ ମମଯାହା ପବନେ ଶୁଭଇ ଲୋରୀସତେ କୁହୁକ ଛୁଆଁସେଇ ମୋର ଗାଁ…… ଯେଉଁଠି ନିତି ସକାଳ ଆସେସୁନା ରଙ୍ଗର ମୁରୁଜ ବିଞ୍ଚେକାକଳି ସୁରେସଜଳ ହୁଏ ସେ ଛୋଟ ଦୁନିଆସେଇ ମୋର ଗାଁ…… ସଞ୍ଜ ହେଲେ ଘର ଆଗରେତୁଳସୀ ମୂଳେ ପ୍ରଦୀପ ଜଳେନୀରବି ଯାଏ ରାତି ଅନ୍ଧାରେମନ ଆପଣା ଛାଆଁସେଇ…

ମୋର୍ ଗାଁ
ପରଛିନ ପଡି ଥିବାର୍ଭଙ୍ଗା ଆରା ,ପୁଟି,ଶିଲି ,ଉଧିଚିତ୍ରଉଛେ ଶଗଡର୍ ଇତିହାସ,ଢେଙ୍କିଶାଲର୍ କୁଟନି ପଥର୍ ନୁଗାଁ ମୁଡ୍’ସାର୍ ଚାଉଲ୍ କଲ୍ ତକ୍ସଵୁନ ଝଲସୁସେ ମୋର୍ ଗାଁ ।। ଖୁଲିର୍ ଧୂଲି ,ଛୁଆବେଲର୍ କଟ୍’ଲା ସମିଆ ହେଇଛେ ଗୁଲି,କୁଣ୍ଢି କାଁଚିର୍ ପୁରା ଉଆଁସ୍,ଜହ୍ନିଉଷାର୍ ପୁନିର୍ ଜନ୍ବିତ୍’ଲା ସୁରତା ନାଇଁ ହୁଏ ଭୁଲି,ଇତାର୍ ସଙ୍ଗେ ଜୁଡିଛେ ମୋର୍ ନାଁ।।ପୁର୍’ନି ପତର୍, ପଦମ୍ ଫୁଲ୍ଗରିଆ ଗରିଆ ପୁସ୍’କର ତୁଲ୍,ପାଏନ୍ ପହରା ଇମୁଡୁ ସେମୁଡୁବନ୍ଧ୍ ଆରି ଗାଲି ଦେଉଥିବା ମାଁ।। କୁଇଲି ସଙ୍ଗେ କୁହୁ…

ଗାଁର୍ ଖଲା
ଗାଁର୍ ଖଲା ହେଉଥିଲା ଗହଲ୍ ଚହଲ୍ ,ହମ୍ବା ରଡି ଦେଉଥିଲା । ଖିଲ୍ ଖିଲେଇ ହସୁଥିଲା ଇ ଖଲା ବାଏର୍,ଦିନେ ସେଠାନେ ଖୁଟି ଗାଡି ବଲଦ୍ ଫାନ୍ଦି,ଧାନ୍ ମଡଉ ଥିଲା ହଲିଆ ପିଲା। ବେଲ୍ ଥାଉଁ ଥାଉଁ କାଟି ଆନସି ଧାନ୍ ଅଧା ଅଧା,ଗଦଉ ଥିଲା ଧାନ୍ ଗଦା ଗଦା ଦିଶୁ ଥିଲା ସୁନାମୟେ ଖଲା। ତାର୍ ପାଶେ ଥିଲା କଣ୍ଟା ଫୁଟି ଥିଲା ପଦମ୍,କଇଁ,ଦିଶୁ ଥିଲା ଆମର ଗାଁ ସୁନ୍ଦର। ନା ନା ପ୍ରକାରର ପାନି…

ମୋର୍ ଗାଁ
ସଥେଁ ଛୋଟ୍ ଟେ ହେଲେଁ ବିବଢା ଭଲ୍ ଲାଗ୍ ସି ମୋର୍ ଗାଁଅଜା ପଏନ ଅଜା ଦିନୁଁରହିଯାଇଛେ ସେ ନାଁ । ଗୁଡି ଭାଡ଼ି ଦେ ଦେବତାଚାରିହ୍ କୁତି ଫଏଲି ଅଛନ୍ ଗାଁ ନୁଁଯେତେ ଦୁରେ ଥିଲେ ବିସାଁଗ ସରସା ନାଇଁ ଯାଏ ମନୁଁ। ଛୁଆ ମାନକର ଖେଲକୁଦ୍ମନେ ନାଇଁ ହୁଏ ପାସରିମୋର୍ ଗାଁ ମୋର୍ ସପନ୍ସଥେଁ ମତେ ଧରିଥିସି ଆବରି। ପାଖର ପାଞ୍ଜର୍ ଲାଗେ ଲସର୍ମିତା ମାହାର୍ସାଦ୍ କେତେ ନିଜର୍ଦୁଃଖ ସମିଆଥିଁ ନୁରାନାଇଲାଗେଁହଁଇ ଯାଏସନ୍ ହାଜର୍।…

ଆମ ଗାଁ
ଟିକି ଗାଁ ଆମ କେଡ଼େ ସୁନ୍ଦରହେଉ ପଛେ ଘର ଚାଳ ଛପର।ସକଳ ସୁଖ ତ’ ସେଇଠି ଅଛିଧନ୍ୟ ମୋ ଜୀବନ ସେଠି ଜନ୍ମିଛି। ପ୍ରାଚୀ ଦେଶେ ଯେବେ ସୁରୂଜ ଉଏଁନିତି ନୂଆ ନୂଆ କଥା ସେ କହେ।ମନ୍ଦିରର ଘଣ୍ଟ ଗ୍ରାମ ଦେଉଳଶ୍ଳୋକ ଆଉ ଶଙ୍ଖ ଶବ୍ଦର ତାଳ।ଭକତି ଚେତନା ଭରେ ମନରେଆପେ ମଥା ନୁଏଁ ବିଭୁ ପୟରେ। ପରସ୍ପର ସ୍ନେହେ ବନ୍ଧା ସଭିଏଁକୁଳୁ ଗୀତ ଗାଇ ନଈଟି ବହେ।କାଚ କେନ୍ଦୁ ପରି ତାହାର ପାଣିଗାଁ ଶିରୀ ନିଏ…

ମୋର ଗାଁ
ମୋର୍ ଗାଁ, ସବୁଥୁ ମିଠାମତେ ତାର ନା,ତାର୍ ମାଟି ଧୂଲିଂ ଗଢ଼ା ମୋର୍ ଜୀବନ, ଯେନ୍ତା ଗଢିଛେ ମୋର୍ ମା,,ଗାଁ ଟା ଲାଗସି ନିଜର୍ ରାଏଜ୍ଘର୍ ଟା ନିଜର୍ ମହଲ୍,ଗାଁ ର ଚାରିକୁତିର୍ ନିରମଲ୍ ପବନ୍ନଦୀନାଏଲ ଗଢିଛେ କରି ସବଲ୍,,ତାର୍ ଛାତି ଥି ପାହା ଦେଇଶିଖିଛେ ମୁଇଁ ଚାଲି,ସାଙ୍ଗ୍ ସାଥି ର୍ ମେଲେ ହୁମୗ ବୗଲି ଆରୁଲୁକଲୁକାନି ଖେଲିଛେ ଗାଁ ର୍ ଖୁଲି,,ନିଜର୍ ଗାଁ ଟା ସରଗ୍ ପୁର୍ ଲାଗସିନିଜେ ଆଏ ଗୁଟେ ପରୀ,ତାର୍ ସୁଖ୍ ନୁ…

ମୋର୍ ଗାଁ
ଗାଁ ଟା ମୋର୍ କେଡେ ସୁନ୍ଦର୍ନୁହେଁ ସେ ବଡ୍ ଟେ ଗାଁହୁମା ଧମା ପାଖେ ଆଏ ସେଟାଡକରା ତାର୍ ନାଁଝାର୍ ଜଙ୍ଗଲ୍ ଗଛ୍ ପତର୍ଘେରି ରହିଛେ ତାହାକେକେଥିନି କେତେ ନୁରା ଲାଗ୍ସି ମତେମୋର୍ ସେ ଗାଁ କେଆମ୍ କେନ୍ଦୁ ଡୁମେର୍ ଚାର୍ମିଲ୍ସି ଯାହାକେ ଯେତେଜଙ୍ଗଲିଆ ବଲି କେତେ ଗରବ୍କର୍ସଁ ମୁଇଁ ସତେକେଥିନି ନିର୍ମାୟା ଆନ୍ ଆମର୍ଗାଉଁଲିଆ ଲୋକ୍ ମାନେଇ ସହରିଆ ଲୁକେ ସରି ନାଇଁ ହୁଅନ୍କେଭେ ତାଁକର୍ ଠାନେକାହାର୍ ଛିଡ୍ଲା କାହାର୍ ପୁଡ୍ଲାସେମାନେ ନାଇଁ କରନ୍କବାର୍ ବୁତା…

ମୋର ଗାଁ
ମୋର୍ ଗାଁ ମୋତେ ନୁଆଁ ଦିସୁଛେଯୁନ୍ହା ଦିନ ସବୁ ବଦଲି ଯାଇଛେ।ବଲଦ ନାଇଁ କି ଗୁହାଲ ନାଇଁଲଙ୍ଗଲ୍ ନାଇଁ କି ହଲିଆ ନାଇଁ।(1) ସବୁ କବାର୍ ବୁତା ମିସିନ୍ କରୁଛେମୋର ଗାଁ ମୋତେ ନୁଆଁ ଦିସୁଛେ।ଖଲାଟେ ଗାଁନ ନାଇଁ ନ ଏଭେପୁରା, ପୁଆଲ ବେଟିଆ ଖପି ଗଲାନ।(2) କୁଆ, ଚଟିଆ, ପାରା ନାଇଁ ଦିଖବାରବିଲ୍ଡିଗଂ ଘର ଆଉ ଟାୱାରର୍ ଅଵତାର୍ପଖାଳ ଖାଏଲେ ଦିହେଁ ନାଇଁ ଯିବାରମେଗି,ପିଜା, ବର୍ଗର୍ ସବୁଆଡେ ପର୍ଚାର୍।(3) ପାଠପଢି ଛୁଏ ସହର୍ ଗଲେନପଢିସାରି କରି…